ଛେଳିକୁ ଗିଳୁଥିଲା ୧୦ ଫୁଟ ଲମ୍ବର ଅଜଗର, ବନକର୍ମଚାରୀ ପହଞ୍ଚି କଲେ ଏମିତି କାମ… ପାଟଣା,୧୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ନର୍ଥ ବିଟ୍ ଅସ୍ତଯୋଡ଼ି ଗ୍ରାମ ନିକଟରେ ଥିବା ନାଳ ନିକଟରୁ ଶୁକ୍ରବାର ବନବିଭାଗ ୧୦ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛି। ସାପଟି ଏକ ଛେଳିକୁ ଗିଳୁଥିବା...