୫୦୦ ଟଙ୍କିଆକୁ ନେଇ ଆସିଲା ବଡ଼ ଅପଡେଟ, ପୁଣି ଫେରିବକି ୯ ବର୍ଷ ପୁରୁଣା ପରିସ୍ଥିତି ଅମରାବତୀ,୯।୬: ଗତ କିଛି ଦିନ ଧରି ଦେଶରେ ୫୦୦ ଟଙ୍କିଆ ନୋଟ ଖବରରେ ରହିଛି। କିଛି ଲୋକ ବିଶ୍ୱାସ କରନ୍ତି ଯେ ସରକାର ଏହାକୁ ନିଷିଦ୍ଧ କରିପାରନ୍ତି। ତଥାପି, କେନ୍ଦ୍ର ସରକାର ଏହାକୁ ଅସ୍ବୀକାର କରିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି...