ଷ୍ଟିଲ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୭ ଶ୍ରମିକଙ୍କ ମୃତ୍ୟୁ ରାୟପୁର, ୨୨।୧: ଛତିଶଗଡ଼ର ବଲୋଦା ବଜାର ଜିଲାରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି, ଯାହା ଫଳରେ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ରିପୋର୍ଟ ଅନୁଯାୟୀ, ବାକୁଲାହିର ରିଅଲ୍ ଷ୍ଟିଲ୍ ପ୍ଲାଣ୍ଟରେ ଏହି ଦୁର୍ଘଟଣା ଘଟିଛି । ପ୍ଲାଣ୍ଟର…