71st National Film Award: ବିଜେତାଙ୍କ ନାମ ଘୋଷଣା, ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର, ୩୩ ବର୍ଷ ପରେ… ନୂଆଦିଲ୍ଲୀ,୧।୮: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ନେଇ ଶୁକ୍ରବାର ଘୋଷଣା କରାଯାଇଛି। ୨୦୨୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡ଼ିକୁ ନେଇ ଏହି ପୁରସ୍କାର ଘୋଷଣା କରାଯାଇଛି। ବିକ୍ରାନ୍ତ ମେସି ଓ ରାଣୀ ମୁଖାର୍ଜୀଙ୍କ ନାମ ବେଶ ଚର୍ଚ୍ଚାରେ ଥିଲା, କିନ୍ତୁ ଏବେ...