ପେନ୍ସନ୍, ଚାକିରି ସର୍ତ୍ତାବଳୀ ଦାବିରେ ଗର୍ଜିଲା ୬୬୨ ବର୍ଗ କଲେଜ ସଂଘ ବରଗଡ଼,୬ା୮(ପ୍ରେମାନନ୍ଦ ଖମାରୀ): ପେନ୍ସନ୍ ଓ ଚାକିରି ସର୍ତ୍ତାବଳୀ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ୬୬୨ ବର୍ଗ କଲେଜ ସଂଘ। ବରଗଡ଼ ଜିଲା ୬୬୨ ବର୍ଗ ଅନ୍ତର୍ଗତ ମହାବିଦ୍ୟାଳୟଗୁଡ଼ିକର ଅଧ୍ୟାପକ ଓ କର୍ମଚାରୀମାନେ ବୁଧବାର ସ୍ଥାନୀୟ ବରଗଡ଼ ଗାନ୍ଧୀଛକ ନିକଟରୁ ଏକ ଶୋଭାଯାତ୍ରାରେ ଆସି…