5th class student injured

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ଲଗାଇ ପରିତ୍ୟକ୍ତ ପାଇଖାନା ଭାଙ୍ଗୁଥିଲେ ପ୍ରଧାନ ଶିକ୍ଷୟିତ୍ରୀ, ଛାତ ଖସି ଦୁଇ ଗୁରୁତର

ପାଟଣା ,୧୯।୨(ବୀର କିଶୋର ଦାଶ): ସ୍କୁଲ ପରିସରରେ ଥିବା ପରିତ୍ୟକ୍ତ ପାଇଖାନାକୁ ଭାଙ୍ଗୁଥିବା ସମୟରେ ଛାତ ଖସି ପଡିବାରୁ ପଞ୍ଚମ ଶ୍ରେଣୀର ୨ ଛାତ୍ର ଗୁରୁତର ଆହତ…

2 years ago