ଜିଓର ଜବରଦସ୍ତ ପ୍ଲାନ୍; ମାତ୍ର ଏତିକି ଟଙ୍କାରେ ମିଳିବ ମାଗଣା ଡାଟା, କଲିଂ, ଲାଇଭ୍ ଟିଭି ସହ ୧୧ ଓଟିଟି ସୁବିଧା ନୂଆଦିଲ୍ଲୀ,୧୦।୪: ମୁକେଶ ଅମ୍ବାନୀଙ୍କ ପାଖରେ କେବଳ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ନୁହେଁ ବରଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଅନେକ ରିଚାର୍ଜ ପ୍ଲାନ ଅଛି। ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ଶସ୍ତା Jio AirFiber ପ୍ଲାନ ପାଇଛୁ,...