ଭୁବନେଶ୍ୱର,୨୩ା୭: ରାଜ୍ୟର ୫୬ ନୂଆ କୋର୍ଟ ପାଇଁ ୮୪୦ ନୂଆ ପଦବୀ ସୃଷ୍ଟି ହୋଇଛି। ଗେଜେଟେଡ ଓ ଅଣଗେଜେଟେଡ୍ ବର୍ଗର ୮୪୦ ନୂଆ ପଦବୀକୁ ମଞ୍ଜୁରୀ କରିଛନ୍ତି…