ସରକାରଙ୍କ ବଡ଼ ପଦକ୍ଷେପ: ରାଜ୍ୟରେ ୫୬ କୋର୍ଟ ପାଇଁ ସୃଷ୍ଟି ହେଲା ୮୪୦ ନୂଆ ପଦବୀ ଭୁବନେଶ୍ୱର,୨୩ା୭: ରାଜ୍ୟର ୫୬ ନୂଆ କୋର୍ଟ ପାଇଁ ୮୪୦ ନୂଆ ପଦବୀ ସୃଷ୍ଟି ହୋଇଛି। ଗେଜେଟେଡ ଓ ଅଣଗେଜେଟେଡ୍ ବର୍ଗର ୮୪୦ ନୂଆ ପଦବୀକୁ ମଞ୍ଜୁରୀ କରିଛନ୍ତି ରାଜ୍ୟ ସରକାର। ଏନେଇ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଚିଠି କରିଛି ଆଇନ ବିଭାଗ। ଏହି…