ଛାତିଥରା ଘଟଣା; ଏକାଥରେ ବିଷ ପିଇଲେ ୫ ନାବାଳିକା, ଏକାଠି ଜଳିଲା ଜୁଇ ପାଟନା, ୨।୨: ବିହାରର ଔରଙ୍ଗାବାଦ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାକାର ଏକ ଗାଁରେ ପାଞ୍ଚ ଜଣ ନାବାଳିକା ଏକାଠି ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁସାରେ, ଏହି ଝିଅମାନଙ୍କ ମଧ୍ୟରୁ ଚାରି ଜଣଙ୍କର…