IPL 2026 Auction: ଆଇପିଏଲ ନ ଖେଳିବାକୁ ନିଷ୍ପତ୍ତି ନେଲେ ଏହି ୪ ଖେଳାଳି ନୂଆଦିଲ୍ଲୀ,୨।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ଡିସେମ୍ବର ୧୬ରେ ଆବୁଧାବିରେ ଏକ ମିନି ନିଲାମ ଅନୁଷ୍ଠିତ ହେବ। ବିଶ୍ୱର ଅନେକ ପ୍ରମୁଖ ଖେଳାଳି ପୂର୍ବରୁ ସେମାନଙ୍କର ନାମାଙ୍କନ ଦାଖଲ କରିସାରିଛନ୍ତି। ତଥାପି, ଏକ…