ଆମେରିକାରେ ୪ ଭାରତୀୟଙ୍କୁ ହତ୍ୟା, ସ୍ତ୍ରୀଙ୍କ ସହ ଆଉ ୩ ଜଣଙ୍କୁ ହତ୍ୟା କରି ସ୍ବାମୀ… ଓ୍ବାଶିଂଟନ,୨୪ା୧: ଆମେରିକାର ଜର୍ଜିଆରେ ଏକ ଘରୋଇ ବିବାଦରେ ଜଣେ ଭାରତୀୟ ମହିଳା ଏବଂ ତାଙ୍କ ତିନି ଜଣ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେହି ସମୟରେ ଏହି ଘରୋଇ ହିଂସାରୁ ରକ୍ଷା ପାଇବା ପାଇଁ ୩ ଜଣ ପିଲା ଏକ…