ଆବୁଧାବିରୁ ୪ ବିମାନରେ ଫେରିଲେ ଭାରତୀୟ ମୁମ୍ବାଇ,୩ା୩: ଇରାନ ଉପରେ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ସ୍ଥିତି ଗମ୍ଭୀର ହେବା ସହ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା। ୟୁଏଇ ସମେତ ସାଉଦି ଆରବ, କାତାର ଏବଂ କୁଏଟ୍ ଆଦି ଦେଶ ଉପରେ ଇରାନ ଆକ୍ରମଣ କରିବାରୁ ଏହିସବୁ ଦେଶରେ ରହିଥିବା…