ସଡ଼କ ଦୁର୍ଘଟଣାରେ ମୃତ ଭିକାରୀଙ୍କ କଣ୍ଟେନରରୁ ମିଳିଲା ୪.୫ ଲକ୍ଷ ଟଙ୍କା, ରହିଛି ବହୁ ବିଦେଶୀ ମୁଦ୍ରା? କାହାକୁ ମିଳିବ ଏହା… ଥିରୁଭାନନ୍ତପୁରମ,୮।୧: କେରଳର ଆଲାପୁଝାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଭିକାରୀଙ୍କ ମୃତ୍ୟୁ ଘଟିଛି। ଭିକାରୀଙ୍କ ଜିନିଷପତ୍ର ଯାଞ୍ଚ କରିବା ସମୟରେ ଏକ ଆଶ୍ଚର୍ଯ୍ୟଜନକ କଥା ଦେଖିବାକୁ ମିଳିଥିଲା। ଭିକାରୀଙ୍କ ପାତ୍ର ଖୋଲାଯାଇଥିଲା, ଯାହା ଅଧିକାରୀମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ପ୍ରକୃତରେ, ଆଲାପୁଝାର...