ସତରେ କ’ଣ ଶାଢି ପିନ୍ଧା 3D ଫଟୋ ଉଠାଇଲେ ଲିକ ହେଉଛି ଲୋକେଶନ? ଜାଣନ୍ତୁ ଏହାର ସତ୍ୟତା ନୂଆଦିଲ୍ଲୀ,୧୬।୯: ଗତ କିଛି ଦିନ ଧରି, ଗୁଗୁଲର ଜେମିନି ଏଆଇ ଫଟୋସର ନାନୋ ବାନାନା ଫିଚର ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ହେଉଛି। ଏହି ଫିଚର ବ୍ୟବହାର କରି ଅନେକ ଲୋକ ସେମାନଙ୍କର ଫଟୋକୁ 3D ମଡେଲ, ରେଟ୍ରୋ ଶାଢ଼ି...