୭୫ ବର୍ଷୀୟ ବୃଦ୍ଧଙ୍କ ଅଦମ୍ୟ ସାହସ: ଜାଣନ୍ତୁ ପ୍ରେମ ଓ ସଂଘର୍ଷର ହୃଦୟସ୍ପର୍ଶୀ କାହାଣୀ, ବାଟରେ ଘଟିଲା ଏମିତି ଭୁବନେଶ୍ବର, ୨୫ା୧: ପ୍ରେମ ଓ ସଂଘର୍ଷର ଏକ ହୃଦୟସ୍ପର୍ଶୀ ଚିତ୍ର ଓଡ଼ିଶାରେ ଦେଖିବାକୁ ମିଳିଛି। ବିହାରର “ମାଉଣ୍ଟେନ୍ ମ୍ୟାନ୍” ଦଶରଥ ମାଝୀଙ୍କ ପରି ଜଣେ ୭୫ ବର୍ଷୀୟ ବୃଦ୍ଧ ନିଜ ପକ୍ଷାଘାତ ପୀଡ଼ିତ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ରିକ୍ସାରେ ୩୦୦ କିଲୋମିଟର…