ସପ୍ତାହରେ ୪ ଦିନ କାମ କଲେ ମିଳିବ ୩ ଦିନ ଛୁଟି! ଜାଣନ୍ତୁ କେଉଁଠି କାହଁକି ଏମିତି ନିୟମ ଲାଗୁ ହୋଇଛି, ଆପଣ ବି ପାଇବେ ଫାଇଦା ସିଓଲ: ସମ୍ପୂର୍ଣ୍ଣ ସପ୍ତାହ କାମ କରିବା ପରେ, ଯେକୌଣସି କର୍ମଚାରୀଙ୍କ ପାଇଁ ଏକ ଦିନ ଛୁଟି ଖୁବ୍ ଆରାମଦାୟକ ହୋଇଥାଏ। ଅଧିକାଂଶ ଲୋକ ଶୁକ୍ରବାର ପରେ ଶନିବାର ଏବଂ ରବିବାରକୁ ଅପେକ୍ଷା କରନ୍ତି, ଯାହା ଦ୍ୱାରା ସେମାନେ ଦୁଇ ଦିନ...