DGMOଙ୍କ ଆଲୋଚନା ପୂର୍ବରୁ ଉଷ୍ମ ହେଲା ବାତାବରଣ, ମୋଦିଙ୍କ ସହ ୩ ସେନା ମୁଖ୍ୟଙ୍କ ଉଚ୍ଚସ୍ତରୀୟ ବୈଠକ ନୂଆଦିଲ୍ଲୀ,୧୨।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ ସୀମାରେ ଶାନ୍ତି ରହିଛି। ସୋମବାର ଉଭୟ ଦେଶର ଡିଜିଏମଓ ଏହି ଅସ୍ତ୍ରବିରତି ଉପରେ ଆଲୋଚନା କରିବେ। ଏହି ଆଲୋଚନା ପୂର୍ବରୁ, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି,...