ଦୀପାବଳି ପାଇଁ ଘରକୁ ଫେରୁଥିବା ୨୫୬ ଜଣ ଯାତ୍ରୀ ଫସି ରହିଛନ୍ତି ଏୟାର ଇଣ୍ଡିଆ ବିମାନରେ ନୂଆଦିଲ୍ଲୀ,୧୮।୧୦: ଇଟାଲୀର ମିଲାନରୁ ଭାରତ ଫେରୁଥିବା ୨୫୫ ଜଣ ଯାତ୍ରୀଙ୍କ ପାଇଁ ଦୀପାବଳି ଖରାପ ହୋଇଗଲା। ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଶୁକ୍ରବାର (୧୭ ଅକ୍ଟୋବର, ୨୦୨୫) ଉଡ଼ାଣ ବାତିଲ କରିବାକୁ ପଡ଼ିଲା। ଯାତ୍ରୀମାନେ ମିଲାନରେ…