2027 ODI ଓ୍ବାର୍ଲଡ କପ ଖେଳିବେ ନାହିଁ ରୋହିତ-ବିରାଟ? ବଡ଼ ଦାବି କଲେ ଚିଫ୍ ସିଲେକ୍ଟର ନୂଆଦିଲ୍ଲୀ,୪।୧୦: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତର ODI ଏବଂ T20 ଦଳ ଘୋଷଣା କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜ ପାଇଁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଦଳରେ ସାମିଲ କରାଯାଇଛି। ଶୁବମନ ଗିଲଙ୍କୁ ରୋହିତ ଶର୍ମାଙ୍କ ସ୍ଥାନରେ...