2027 Cricket World Cup ଖେଳିବାକୁ ହେଲେ ବିରାଟ-ରୋହିତଙ୍କୁ ମାନିବାକୁ ପଡ଼ିବ BCCIର ସର୍ତ୍ତ ନୂଆଦିଲ୍ଲୀ,୬।୧୦: ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ODI ସିରିଜ ପାଇଁ ଭାରତୀୟ ଦଳରେ ମନୋନୀତ ହେବା ସତ୍ତ୍ୱେ, ଏହି ଫର୍ମାଟରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭବିଷ୍ୟତ ଅନିଶ୍ଚିତ ରହିଛି। ଉଭୟ ଖେଳାଳି ପୂର୍ବରୁ ଟେଷ୍ଟ ଏବଂ T20 ଫର୍ମାଟରୁ ଅବସର…