ଜୟଶଙ୍କରଙ୍କ ଚାଇନା ଗସ୍ତ, ୨୦୨୦ ଗାଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ସି ଜିନପିଙ୍ଗଙ୍କୁ ଭେଟିଲେ ନୂଆଦିଲ୍ଲୀ,୧୫।୭: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଙ୍ଗଳବାର ଦିନ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଛନ୍ତି। ୨୦୨୦ ମସିହାରେ ଗାଲୱାନ ଉପତ୍ୟକାରେ ହୋଇଥିବା ମାରାତ୍ମକ ସଂଘର୍ଷ ପରେ ଏହା ହେଉଛି ଉଭୟ ନେତାଙ୍କ ମଧ୍ୟରେ ପ୍ରଥମ ବୈଠକ। ପୂର୍ବ ଲଦାଖରେ...