୨୦୦୬ ମୁମ୍ବାଇ ଲୋକାଲ ଟ୍ରେନ ବିସ୍ଫୋରଣ ଘଟଣା: ବମ୍ବେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ସମସ୍ତ ୧୨ ଅଭିଯୁକ୍ତ ନିର୍ଦ୍ଦୋଷ ମୁମ୍ବାଇ,୨୧।୭: ୨୦୦୬ ମୁମ୍ବାଇ ଲୋକାଲ ଟ୍ରେନ ବିସ୍ଫୋରଣ ମାମଲାରେ ସୋମବାର ବମ୍ବେ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। କୋର୍ଟ ସମସ୍ତ ୧୧ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ବିଚାରପତି ଅନିଲ କିଲୋର ଏବଂ ବିଚାରପତି ଏସ.ଜି. ଚନ୍ଦକଙ୍କ ଡିଭିଜନ...