2000 Rupees Update: ଦୁଇ ହଜାର ଟଙ୍କିଆ ନୋଟ୍କୁ ନେଇ RBIର ବଡ଼ ଅପ୍ଡେଟ୍, ଏବେ ବି କରିପାରିବେ ଏହି କାମ ନୂଆଦିଲ୍ଲୀ,୨।୫: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିବାର ଦୁଇ ବର୍ଷ ପରେ ମଧ୍ୟ ୬,୨୬୬ କୋଟି ଟଙ୍କାର ନୋଟ ହସ୍ତଗତ କରିପାରି ନାହିଁ। ଏହି ସୂଚନା RBI ତଥ୍ୟରୁ ପ୍ରାପ୍ତ ହୋଇଛି। ୨୦୦୦ ଟଙ୍କାର ନୋଟ…