ଏହିଦିନ ଆସିବ +୨ ରେଜଲ୍ଟ, ସିଏଚ୍ଏସ୍ଇର ସୂଚନା
ଭୁବନେଶ୍ୱର,୨୨ା୫: ଆସନ୍ତା ୨୬ ତାରିଖ ଅପରାହ୍ନରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ। ଏକାସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇବ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସୂଚନା ମିଳିଛି। www.orissaresults.nic.inରେ ଲଗ୍ ଇନ୍ କରି ଛାତ୍ରୀଛାତ୍ର…


