ଆଉ ମାତ୍ର ୨ ଦିନ ଅପେକ୍ଷା କରନ୍ତୁ, ଘରକୁ ନେବେ ଶସ୍ତା ଜିନିଷ ନୂଆଦିଲ୍ଲୀ,୨୦।୯: ନୂତନ ସାମଗ୍ରୀ ଏବଂ ସେବା ଟିକସ (GST) ହାର ସୋମବାର (ସେପ୍ଟେମ୍ବର ୨୨) ଠାରୁ ଲାଗୁ ହେବାକୁ ଯାଉଛି। ସରକାର ନୂଆ GST ସ୍ଲାବରେ ଅନେକ ସାମଗ୍ରୀକୁ GSTରୁ ମୁକ୍ତ କରିଛନ୍ତି, ଯାହା ସେପ୍ଟେମ୍ବର ୨୨ ତାରିଖରୁ ଲୋକଙ୍କୁ ଲାଭ…