ବଡ଼ ଖବର: ମୁମ୍ବାଇ ବିମାନ ବନ୍ଦରରୁ ଆଇଏସର ୨ ଆତଙ୍କବାଦୀ ଗିରଫ, ଥିଲା ୩୩ ଲକ୍ଷର ପୁରସ୍କାର ମୁମ୍ବାଇ,୧୭।୫: ଶନିବାର ମୁମ୍ବାଇ ବିମାନବନ୍ଦରରେ ଏକ ବଡ଼ ସଫଳତା ହାସଲ କରି, ସୁରକ୍ଷା ଏଜେନ୍ସିଗୁଡ଼ିକ ଦୁଇ ଜଣ ୱାଣ୍ଟେଡ ISIS ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଗିରଫ ଆତଙ୍କବାଦୀମାନଙ୍କୁ ଅବଦୁଲ୍ଲା ଫୟାଜ ଏବଂ ତଲହା ଖାନ ବୋଲି ଚିହ୍ନଟ କରାଯାଇଛି। ଉଭୟଙ୍କ...