2 engineer’s death

କାଠଯୋଡ଼ିରେ ବୁଡ଼ି ୨ ଇଞ୍ଜିନିୟରଙ୍କ ମୃତ୍ୟୁ

କଟକ,୧୯ା୫: କାଠଯୋଡ଼ି ନଦୀରେ ବୁଡ଼ି ୨ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ରବିବାର ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସିଡିଏସ୍ଥିତ…

7 months ago