ଗାଧୋଇବାକୁ ଯାଇ ବୁଡ଼ିଗଲେ ଦୁଇ, ଜଣେ ନିଖୋଜ ବାରିପଦା,୧୫ା୬(ନିଳାଦ୍ରୀ ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶ ଲୁଲୁଙ୍ଗ ଅଞ୍ଚଳରେ ଗାଧୋଇବାକୁ ଯାଇ ତିନିଜଣ ବଡ଼ିଯିବା ଭଳି ଦୁଃଖଦ ଘଟଣା ଘଟିଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୨ଜଣଙ୍କ ମୃତ ଦେହକୁ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ରହିଛନ୍ତି।…