2 bodies found

ବେଆଇନ ବ୍ଲାଷ୍ଟିଂ: ମାଟି ଅତଡ଼ା ତଳୁ ମିଳିଲା ୨ ମୃତଦେହ

ଢେଙ୍କାନାଳ,୪ା୧(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ବଦାଳୁ ନିକଟସ୍ଥ ଗୋପାଳପୁରଠାରେ ଥିବା ପଥରଖଣିରେ ଶନିବାର ସନ୍ଧ୍ୟାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ରାତିରେ ଉଦ୍ଧାର କାର୍ଯ୍ୟ…

5 days ago