ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ, ୧୯୮୪ ଶିଖ ଦଙ୍ଗାରେ ପୀଡ଼ିତ ୧୨୧ ପରିବାରଙ୍କୁ ମିଳିବ ସରକାରୀ ଚାକିରି ଚଣ୍ଡିଗଡ଼,୧୮।୧୦: ୧୯୮୪ ମସିହାରେ ହରିୟାଣାରେ ହୋଇଥିବା ଶିଖ ଦଙ୍ଗାରେ ମୃତ୍ୟୁବରଣ କରିଥିବା ୧୨୧ ଜଣଙ୍କ ପରିବାରକୁ ଦେବ ଦୀପାବଳି, ନଭେମ୍ବର ୫ ତାରିଖରେ ସରକାରୀ ଚାକିରିର ନିଯୁକ୍ତି ପତ୍ର ମିଳିବ। ସାରା ରାଜ୍ୟରେ ଗୁରୁ ତେଗ ବାହାଦୂରଙ୍କ ୩୫୦ତମ ଶହୀଦ...