ଦୀପାବଳି-ଧନତେରସରେ କିଣିବେ କି ନାହିଁ ୧୮ କ୍ୟାରେଟ୍ ସୁନା? ଜାଣନ୍ତୁ ସୁନା ବ୍ୟତିତ ଏଥିରେ କି ଧାତୁ… ନୂଆଦିଲ୍ଲୀ,୧୨।୧୦: ଆଉ ଦିନ କେଇଟା ପରେ ପଡ଼ିବ ଦୀପାବଳି ଏବଂ ଧନତେରସ। ଏହାକୁ ନେଇ ଗୃହିଣୀମାନଙ୍କ ମଧ୍ୟରେ ଘର ସଜାଇବା ସହିତ ସୁନା ଅଳଙ୍କାର କିଣିବାର କ୍ରେଜ ମଧ୍ୟ ବୃଦ୍ଧି ପାଉଛି। ସମସ୍ତେ ପର୍ବ ସମୟରେ କେବଳ ନିଜ ଘରକୁ ସଜାଇବାକୁ…