OMG! ଗୋଟିଏ ଓଭରରେ ୧୮ ବଲ, ଶେଷକୁ ବାକି ରହିଗଲା ୬ ବଲ, ଲଜ୍ଜାର ସବୁ ସୀମା ପାର କଲେ ଅଷ୍ଟ୍ରେଲିଆ ଖେଳାଳି, ଦେଖନ୍ତୁ ଭିଡିଓ ନୂଆଦିଲ୍ଲୀ,୩୦।୭: ବିଶ୍ୱ ଚାମ୍ପିଅନଶିପ ଅଫ ଲିଜେଣ୍ଡସ (WCL ୨୦୨୫)ର ୧୪ତମ ମ୍ୟାଚରେ, ପାକିସ୍ତାନ ଚାମ୍ପିଅନ୍ସ ଏକପାଖିଆ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଚାମ୍ପିଅନ୍ସକୁ ୧୦ ୱିକେଟରେ ପରାସ୍ତ କରିଛି। କଙ୍ଗାରୁ ଦଳ ମ୍ୟାଚରେ ପରାଜୟ ଅପେକ୍ଷା ଏହାର ଜଣେ ବୋଲରଙ୍କ ପାଇଁ ଅଧିକ…