ଶେଷରେ ଧରାହେଲେ ୧୭ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୁକ୍ତ ସ୍ବାମୀ ଚୈତନ୍ୟାନନ୍ଦ ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ ପୋଲିସ ବସନ୍ତ କୁଞ୍ଜରେ ୧୭ ଜଣ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୁକ୍ତ ସ୍ବାମୀ ଚୈତନ୍ୟାନନ୍ଦଙ୍କୁ ଆଗ୍ରାରୁ ଗିରଫ କରିଛି। ପୋଲିସ ତାଙ୍କୁ ଦିଲ୍ଲୀ ଆଣୁଛି। ଅଭିଯୁକ୍ତ ବାବାଙ୍କ ସ୍ଥାନ ଆରମ୍ଭରୁ ଆଗ୍ରାରେ ଚିହ୍ନଟ କରାଯାଇଛି। ଅଭିଯୁକ୍ତ...