‘ଅପରେଶନ ସିନ୍ଦୁର’ ପରେ ୧୫ ଭାରତୀୟଙ୍କ ଜୀବନ ନେଲାଣି ପାକିସ୍ତାନ, ଦେଲା ଆକ୍ରମଣ କରିବାକୁ ଧମକ ନୂଆଦିଲ୍ଲୀ, ୭।୫: ମଙ୍ଗଳବାର ରାତିରେ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲଓସି) ଏବଂ ଆନ୍ତର୍ଜାତୀୟ ସୀମାରେ ଅଯଥା ଗୁଳିଚାଳନା ଏବଂ ଭାରୀ ଗୋଳାବର୍ଷଣ କରିବାରୁ ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଏବଂ ତାଙ୍ଗଧାର ଅଞ୍ଚଳରେ ୧୫ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି...