ଗଠନ ହେଲା ବଡ଼ ବଡ଼ ରାଜଯୋଗ: ଆଜିଠୁ ୫ ରାଶିଙ୍କ ସୁବର୍ଣ୍ଣ ସମୟ, ନିବେଶରୁ ମିଳିବ ଆଶାଠାରୁ ଅଧିକ ଲାଭ ଭୁବନେଶ୍ୱର: ସେପ୍ଟେମ୍ବର ୧୧, ୨୦୨୬ ଶୁକ୍ରବାର ଭାଦ୍ରବ ଅମାବାସ୍ୟା। ପଞ୍ଚାଙ୍ଗ ଅନୁସାରେ ଏହି ଦିନ ବୃଷଭୋତ୍ସବ ପାଳନ କରାଯାଏ। ଏଥିସହ ଦ୍ୱିତୀୟ ଚାତୁର୍ମାସର ୧୯ତମ ଦିନ ମଧ୍ୟ ରହିଛି। ପୂର୍ବାଫାଲ୍ଗୁନୀ ଓ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରର ସଂଯୋଗ ସହ ସାଧ୍ୟ ଯୋଗ ଏହି…