୧୦୦ ଅରବ ଡଲାରର ଡିଲ, ୟୁକ୍ରେନକୁ ସିକ୍ୟୁରିଟି ଗ୍ୟାରେଣ୍ଟି…, ଜାଣନ୍ତୁ ଟ୍ରମ୍ପ-ଜେଲେନସ୍କିଙ୍କ ବୈଠକରେ କ’ଣ ହେଲା ଆଲୋଚନା ଓ୍ବାଶିଂଟନ,୧୯।୮: ସାଢ଼େ ତିନି ବର୍ଷ ଧରି ଚାଲିଥିବା ୟୁକ୍ରେନ ଯୁଦ୍ଧର ଅନ୍ତ ପାଇଁ ସୋମବାର ଆଉ ଏକ ପାଦ ଆଗକୁ ବଢ଼ିଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭାରତୀୟ ସମୟ ଅନୁସାରେ ସୋମବାର ରାତି ୧୧ଟାରେ ହ୍ବାଇଟ ହାଉସରେ ପହଞ୍ଚି...