କପି ରୋକିବାରୁ ଗୁଳିମାଡ଼, ଜଣେ ଦଶମ ଛାତ୍ର ମୃତ ନୂଆଦିଲ୍ଲୀ,୨୧।୨: ଓଡ଼ିଶାରେ ଶୁକ୍ରବାର ଦଶମ ପରୀକ୍ଷା ଆରମ୍ଭ ହୋଇଛି। ସେପଟେ ପଡୋଶୀ ରାଜ୍ୟ ବିହାରରେ ମଧ୍ୟ ଦଶମ ପରୀକ୍ଷା ଚାଲିଛି। ବିହାରର ରୋହତାସ ଜିଲାର ସାସାରାମରେ ପରୀକ୍ଷା ସମୟରେ ହୋଇଛି ବଡ ଅଘଟଣ। ରିପୋର୍ଟ ଅନୁସାରେ, ପରୀକ୍ଷାରେ କପି କରିବା ଅଟକାଇବାରୁ…