କୋରାପୁଟ ସୌନ୍ଦର୍ଯ୍ୟ ଦେଖି ବିମୁଗ୍ଧ ହେଲେ ପ୍ରିୟଙ୍କା ଚୋପ୍ରା: କହିଲେ ଏମିତି କଥା… ଭୁବନେଶ୍ୱର,୨୦।୩: କୋରାପୁଟ ତଳମାଳିରେ ଚାଲିଥିବା ଫିଲ୍ମ SSMB 29 ର ଶୁଟିଂ ସାରି ପ୍ରିୟଙ୍କା ଚୋପ୍ରା ଆମେରିକା ଫେରିଯାଇଛନ୍ତି। ୧୫ ଦିନ ରହଣି ପରେ ଫେରିବା ପୂର୍ବରୁ ପ୍ରିୟଙ୍କା ସାଙ୍ଗରେ ନେଇଯାଇଛନ୍ତି କୋରାପୁଟ ପିଜୁଳି। ଏହାର ଫଟୋ ସୋସିଆଲ ମିଡିଆରେ...