ଗର୍ଭାଶୟ କର୍କଟ ରୋଗୀ ସହରରେ ଅଧିକ ଦିନ ରହୁଛନ୍ତି ଜୀବିତ, ଗୁଜରାଟ ଆଗରେ… ମୁମ୍ବାଇ,୧୯।୧୦ : କର୍କଟ ଚିକିତ୍ସା ଦେଶର ସବୁ ସ୍ଥାନରେ ସମାନ ନୁହେଁ। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଏହା ପ୍ରକାଶ ପାଇଛି, ଗର୍ଭାଶୟ କର୍କଟ ରୋଗୀମାନେ ଗ୍ରାମାଞ୍ଚଳ ଅପେକ୍ଷା ସହରରେ...