ସ୍ୱିଜରଲ୍ୟାଣ୍ଡରେ ଦ୍ରୁତ ଗତିରେ ତରଳୁଛି ବରଫ ପାହାଡ଼: ଗତ ଦଶନ୍ଧିରେ ୨୫% ହ୍ରାସ

ନୂଆଦିଲ୍ଲୀ,୧।୧୦: ସ୍ୱିଜରଲ୍ୟାଣ୍ଡର ବରଫ ପାହାଡ଼ ଗୁଡ଼ିକ ୨୦୨୫ରେ ୩% ଆୟତନ ହ୍ରାସ ସହ ବହୁଳ ପରିମାଣରେ ତରଳିଛି, ଯାହା ଇତିହାସରେ ଚତୁର୍ଥ ବୃହତ୍ତମ ବାର୍ଷିକ ହ୍ରାସ। ସ୍ୱିସ୍‌ ହିମବାହ ନିରୀକ୍ଷଣ ଗୋଷ୍ଠୀ ଗ୍ଲାମୋସ୍‌ ଓ ସ୍ୱିସ୍‌ ଏକାଡେମୀ ଅଫ୍‌ ସାଇନ୍ସେସ୍‌ ରିପୋର୍ଟ ଅନୁଯାୟୀ, ଗତ ଦଶନ୍ଧିରେ ବରଫ ପାହାଡ଼ର ଆୟତନ ୨୫% ହ୍ରାସ ପାଇଛି। ଗ୍ଲୋବାଲ୍‌ ୱାର୍ମିଂ ହେଉଛି ମୁଖ୍ୟ କାରଣ।

ସ୍ୱିଜରଲ୍ୟାଣ୍ଡରେ ପ୍ରାୟ ୧,୪୦୦ ବରଫ ପାହାଡ଼ ରହିଛି, ଯାହା ୟୁରୋପରେ ସର୍ବାଧିକ। ୨୦୨୫ରେ କମ୍‌ ତୁଷାରପାତ ଓ ଜୁନ୍‌-ଅଗଷ୍ଟରେ ଗ୍ରୀଷ୍ମପ୍ରବାହ ହେତୁ ଜୁଲାଇ ଆରମ୍ଭରେ ତୁଷାର ଭଣ୍ଡାର ଖାଲି ହୋଇଥିଲା। ଗ୍ଲାମୋସ୍‌ ମୁଖ୍ୟ ମାଥିଆସ୍‌ ହୁସ୍‌ କହିଛନ୍ତି, “ମାନବ କାର୍ଯ୍ୟ ହେତୁ ଜଳବାୟୁ ପରିବର୍ତ୍ତନ ହିମବାହ ହ୍ରାସର ମୁଖ୍ୟ କାରଣ।” ୧,୦୦୦ରୁ ଅଧିକ ଛୋଟ ହିମବାହ ଲୋପ ପାଇଛି। ଏହା ସ୍ୱିଜରଲ୍ୟାଣ୍ଡର ଭୂଦୃଶ୍ୟ, ଜଳବିଦ୍ୟୁତ୍‌, ପର୍ଯ୍ୟଟନ ଓ ଜଳସମ୍ପଦକୁ ପ୍ରଭାବିତ କରୁଛି। ମେ’ରେ ବ୍ଲାଟେନ୍‌ ଗାଁରେ ହିମବାହରୁ ପଥର ଓ ବରଫ ଖସିବା ପରେ କର୍ତ୍ତୃପକ୍ଷ ସତର୍କ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri