ସବୁ ଟଙ୍କା ନ ଦେଲେ ସୁବ୍ରତଙ୍କ ଅଡ଼ୁଆ ବଢ଼ିବ

ମୁମ୍ବାଇ,୨୨।୧୧: ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ପାଇଁ ପୁଣିଥରେ ଅଡୁଆ ବଢିପାରେ ବୋଲି ସୂଚନା ମିଳିଛି। ସୁରକ୍ଷା ଏବଂ ବିନିମୟ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ ତାଙ୍କ ବିରୋଧରେ ପିଟିଶନ କରାଯାଇଛି। ଏହି ମାମଲାରେ ସୁବ୍ରତ ପ୍ରାୟ ୬୩ ହଜାର କୋଟି ଟଙ୍କା ଦାଖଲ ନ କଲେ ସେ ଆଉଥରେ ଜେଲ ଯାଇପାରନ୍ତି । ସୁବ୍ରତ ଜେଲରେ ଥିବାବେଳେ କୋର୍ଟଙ୍କୁ ସମସ୍ତ ଅର୍ଥ ପରିଶୋଧର ପ୍ରତିଶ୍ରୁତି ଦେଇ ପାରୋଲରେ ଆସିଥିଲେ। ତେବେ ପାରୋଲରେ ଆସିବା ପରେ ୧୫ ହଜାର କୋଟି ଟଙ୍କା ପରିଶୋଧ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ରବୃଦ୍ଧି ସୁଧ ଛାଡ଼ ନିଷ୍ପତ୍ତି ନଭେମ୍ବର ୨ ସୁଦ୍ଧା ଲାଗୁ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋରାଟୋରିୟମ ଅବଧିରେ ଲାଗୁ ହୋଇଥିବା ଚକ୍ରବୃଦ୍ଧି ସୁଧ ଛାଡ଼ ସମ୍ପର୍କିତ ନିଷ୍ପତ୍ତି ନଭେମ୍ବର ୨ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ବୁଧବାର ସରକାରଙ୍କୁ ନିର୍ଦ୍ଦେଶ...

ପାଇକାରୀ ମୁଦ୍ରାସ୍ଫୀତି ୩.୨୧% ହ୍ରାସ

ନୂଆଦିଲ୍ଲୀ,୧୬।୬:ଦେଶର ପାଇକାରୀ ମୁଦ୍ରାସ୍ଫୀତି ମେ ମାସରେ ଅବସ୍ଫୀତି ଦେଖାଯାଇଛି। ଏହି ସମୟରେ ପାଇକାରୀ ମୁଦ୍ରାସ୍ଫୀତି ୩.୨୧% ଖସିଯାଇଛି। ଶକ୍ତି ଏବଂ ଇନ୍ଧନ ଦରରେ ପରିବର୍ତ୍ତନ ହେବା...

ଗରିବ କଲ୍ୟାଣ ଯୋଜନାରେ ୪୨ କୋଟିଙ୍କୁ ସହାୟତା

ନୂଆଦିଲ୍ଲୀ, ୯।୯ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ କେନ୍ଦ୍ର ସରକାର ୪୨ କୋଟି ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି। ଏହି ବାବଦକୁ ୬୮,୮୨୦ କୋଟି...

ଏନ୍‌ବିବିଏଲ୍‌ ପକ୍ଷରୁ ୟୁପିଏମ୍‌ଏସ୍‌ର ଶୁଭାରମ୍ଭ

ମୁମ୍ବାଇ,୬।୧: ବିଲ୍‌ ପେମେଣ୍ଟ ବ୍ୟବସ୍ଥାର ସରଳୀକରଣ କରିବା ଲାଗି ନ୍ୟାଶନାଲ୍‌ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ଏନ୍‌ପିସିଆଇ ଭାରତ...

ମିଧାନୀରୁ ୧୦% ଅଂଶଧନ ବିକ୍ରି ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଉ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ଅଂଶଧନ ବିକ୍ରି କରିବାକୁ ଯୋଜନା ରଖିଛନ୍ତି। ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମିଶ୍ର ଧାତୁ ନିଗମ ଲିମିଟେଡ(ମିଧାନୀ)ରୁ...

ଏୟାର ଇଣ୍ଡିଆ ପରେ ଏବେ ସିଇଏଲ୍‌ ପାଳି…

ନୂଆଦିଲ୍ଲୀ,୧୩।୧୦: ଏୟାର ଇଣ୍ଡିଆ ବିକ୍ରି ପରେ ଏବେ ସେଣ୍ଟ୍ରାଲ ଇଲୋକ୍ଟ୍ରୋନିକ୍ସ୍‌ ଲିମିଟେଡ୍‌ (ସିଇଏଲ୍‌) ବିକ୍ରି ହେବ। ଏନେଇ କେନ୍ଦ୍ର ସରକାରଙ୍କୁ ସିଇଏଲ୍‌ର ଶତ ପ୍ରତିଶତ ଅଂଶଧନ...

ସୁନା ଆମଦାନୀ ୫୪% ବୃଦ୍ଧି

ନୂଆଦିଲ୍ଲୀ,୨୧-୫: ଦେଶର ସୁନା ଆମଦାନୀ ଏପ୍ରିଲରେ ୫୪ ପ୍ରତିଶତ ବୃଦ୍ଧି ପାଇ ୩.୯୭ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ଫଳରେ ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଇବାରୁ ଚଳନ୍ତି...

ଚଳିତ ଆର୍ଥତ୍କ ବର୍ଷ ୫.୮%କୁ ଖସିବ ଜିଡ଼ିପି

ମୁମ୍ବାଇ,୫-୧୧: ସରକାରଙ୍କ ବିଭିନ୍ନ ପ୍ରଚେଷ୍ଠା ସତ୍ତ୍ୱେ ଚଳିତ ବର୍ଷ ପାର୍ବଣରେ ଚାହିଦା ମନ୍ଥର ରହିବାରୁ ଦେଶର ଜିଡ଼ିପି ଅଭିବୃଦ୍ଧି ଖସିବ। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଜିଡ଼ିପି୫.୮%କୁ...

Advertisement
Archives

Model This Week