ବିଧାନସଭାରେ ବର୍ଷିଲେ Sofiafirdous, CM ଉତ୍ତରରଖି କହିଲେ…

ଭୁବନେଶ୍ୱର,୧୭।୨: ବିଧାନସଭାରେ ବର୍ଷିଲେ କଟକ-ବାରବାଟୀ ବିଧ୍ୟାୟିକା।  ରାଜ୍ୟରେ ମହିଳା ସୁରକ୍ଷା ନେଇ ସୋଫିଆ ଉଦବେଗ୍‌  ପ୍ରକାଶ କରିଛନ୍ତି। ବିଧାନସଭାରେ ପ୍ରଶ୍ନକାଳରେ  ସୋଫିଆ ଫିଦୋସଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ରଖିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ୮ ମାସରେ ୧୮ ହଜାର ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି।  ୧୭ ହଜାର ୨୧ ଟି ମାମଲା ବିଚାରଧୀନ ରହିଛି। ୭୩୮ଟି ମାମଲାରେ ଚାର୍ଜସିଟ, ୨୧୭ଟି ମାମଲାର ଫଇସଲା ହୋଇଛି।
୨୫ଟି ମାମଲାରେ ଫାଇନାଲ ରିପୋର୍ଟ ଦିଆଯାଇଛି।