ସୋନି ବ୍ରାଭିଆର ଏକ୍ସ୭୦ଏଲ୍‌ ଟେଲିଭିଜନ ସିରିଜ

ଭୁବନେଶ୍ୱର,୨୬।୫: ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସୋନିର ନ୍ୟୁ ବ୍ରାଭିଆ ଏକ୍ସ୭୦ଏଲ୍‌ ଟେଲିଭିଜନ ସିରିଜ୍‌କୁ ନିକଟରେ ଉନ୍ମୋଚନ କରାଯାଇଛି। ଏପରିକି ୪କେ ଅଲ୍‌ଟ୍ରା ଏଚ୍‌ଡି ଏଲ୍‌ଇଡି ଡିସ୍‌ପ୍ଲେ ଥିବା ନୂଆ ବ୍ରାଭିଆ ଏକ୍ସ୭୦ଏଲ୍‌ ଟେଲିଭିଜନ ସିରିଜର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଅପରପକ୍ଷରେ ଏକ୍ସ୭୦ଏଲ୍‌ ସହିତ ସ୍ମାର୍ଟ ମନୋରଞ୍ଜନ ସୁବିଧା ଏବଂ ସୁନ୍ଦର ରଙ୍ଗ ଓ ଅତୁଲ୍ୟ ୪କେ ସ୍ପଷ୍ଟତା ତଥା ସ୍ପଷ୍ଟ ସାଉଣ୍ଡ୍‌ ସହିତ ସିନେମାକୁ ଉପଭୋକ୍ତା ଉପଭୋଗ କରିପାରିବେ। ସେହିଭଳି ସୋନି ଏକ୍ସ୭୦ଏଲ୍‌ ଟିଭିରେ ଥିବା ଏକ୍ସ୧ ୪କେ ପ୍ରୋସେସର ଓ ଲାଇଭ୍‌ କଲର ପ୍ରଯୁକ୍ତି ଜରିଆରେ ଜୀବନ୍ତ ଭଳି ରଙ୍ଗ, କଣ୍ଟ୍ରାଷ୍ଟ ଓ ସୂକ୍ଷ୍ମ ବିବରଣୀ ଏବଂ ଏକ୍ସ-ରିଅଲିଟି ପିଆର୍‌ଓ ଓ ମୋସନ ଫ୍ଲୋ ଏକ୍ସଆର୍‌ ଜରିଆରେ ୪କେ ମାନର ଛବିକୁ ଉପଭୋଗ କରିପାରିବେ। ସେହିପରି ଡଲ୍‌ବି ଅଡିଓ ସହିତ ଚମତ୍କାର ବାସ୍‌, ଶକ୍ତି ଓ ପ୍ରାକୃତିକ ସାଉଣ୍ଡ୍‌ ଓ କ୍ଲିୟର ଫେଜ୍‌ ପ୍ରଯୁକ୍ତି ଏବଂ ଏକ୍ସ୭୦ଏଲ୍‌ ସିରିଜି୍‌ରେ ଗୁଗଲ୍‌ ଟିଭି ରହିଛି, ଯାହା ୧୦,୦୦୦ ରୁ ଅଧିକ ଆପ୍‌ ଏବଂ ଗେମ୍‌ ସହିତ ୭,୦୦,୦୦୦ରୁ ଅଧିକ ସିନେମା ଏବଂ ଟେଲିଭିଜନ ସିରିଜ୍‌ରେ ଅସୀମିତ ମନୋରଞ୍ଜନ ସହ ସ୍ମାର୍ଟ ବ୍ୟବହାରକାରୀ ଅନୁଭୂତି ପ୍ରଦାନ କରୁଛି। ଏପରିକି ଆପଲ୍‌ ଏୟାରପ୍ଲେ ଓ ହୋମ୍‌କିଟ୍‌ ସହିତ ଏହା ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଓ୍ବାଲେଟ କଓ୍ବୋଇସି; ୬ ମାସ ସମୟ ବଢ଼ାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୧-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ମୋବାଇଲ ଓ୍ବାଲେଟ ଲାଗି କଓ୍ବୋଇସି(ନୋ ୟୋର କଷ୍ଟମର) ଦାଖଲ କରିବା ସମୟସୀମାକୁ ଆହୁରି ୬ ମାସ ବଢ଼ାଇ ଦେଇଛି। ପୂର୍ବରୁ...

ସୃଜନଶୀଳତାର ଶିକ୍ଷା ଦେଇଛି ମହାମାରୀ

ଭବିଷ୍ୟତକୁ ସ୍ପଷ୍ଟ ଭାବରେ ଦେଖି ନିଜ କାର୍ଯ୍ୟ ଉପରେ ନିୟନ୍ତ୍ରଣ ରଖିପାରିଲେ ଯାଇ କୌଣସି ବ୍ୟବସାୟରେ ଆଶାନୁରୂପ ସଫଳତା ମିଳିଥାଏ। କିନ୍ତୁ କୋଭିଡ୍‌-୧୯ ଏକ ଅପ୍ରତ୍ୟାଶିତ...

ୟୁପିଆଇ, ରୁପେ ପେମେଣ୍ଟ ଚାର୍ଜର ରିଫଣ୍ଡ ମିଳିବ

ନୂଆଦିଲ୍ଲୀ,୩୧।୮: ଭୀମ୍‌ ୟୁପିଆଇ ଏବଂ ରୁପେ ଭଳି ପ୍ଲାଟ୍‌ଫର୍ମରେ ହୋଇଥିବା ପେମେଣ୍ଟ ଉପରେ ବ୍ୟାଙ୍କଗୁଡିକ ନେଇଥିବା ଚାର୍ଜ ରିଫଣ୍ଡ କରିବେ। ଜାନୁୟାରୀ ପହିଲାଠାରୁ ହୋଇଥିବା ନେଣଦେଣ...

ବିତ୍ତୀୟ ନିଅଣ୍ଟ ସ୍ତର ୪.୬୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧।୭: ଦେଶର ବିତ୍ତୀୟ ନିଅଣ୍ଟ ପ୍ରଥମ ଦୁଇ ମାସରେ ୪.୬୬ ଲକ୍ଷ କୋଟି ଟଙ୍କା ରହିଛି। ଚଳିତ ଆର୍ଥତ୍କ ବର୍ଷ ବଜେଟ ଧାର୍ଯ୍ୟ ଲକ୍ଷ୍ୟର ଏହା...

ସୁପ୍ରିମକୋର୍ଟରେ ହଜିଲା ମାଲ୍ୟା ମାମଲାର ଦସ୍ତାବିଜ

ନୂଆଦିଲ୍ଲୀ,୭।୮: ବିଜୟ ମାଲ୍ୟା ମାମଲାରେ ପୁଣି ଥରେ ନୂଆ ଘଟଣା ସାମ୍ନାକୁ ଆସିଛି। ଏହି ମାମଲା ସହ ଜଡ଼ିତ ଏକ ନିର୍ଦ୍ଦିଷ୍ଟ ଦସ୍ତାବିଜ ସୁପ୍ରିମକୋର୍ଟଙ୍କ ଫାଇଲରୁ...

ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ୩.୩

ନୂଆଦିଲ୍ଲୀ,୬-୭: ଚଳିତ ଆର୍ଥତ୍କ ବର୍ଷ ଲାଗି ବିୀିୟ ନିଅଣ୍ଟ ଲକ୍ଷ୍ୟକୁ ହ୍ରାସ କରାଯାଇଯାଇ ୩.୩ କରାଯାଇଛି। ଏହା ପୂର୍ବ ଆର୍ଥତ୍କ ବର୍ଷରେ ୩.୪% ରହିଥିଲା। ୨୦୧୯-୨୦...

୬୨୭ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ:  ବୁଧବାର ଭାରତୀୟ ପୁଞ୍ଜିବଜାର ପୁଣି ଥରେ ପ୍ରଭାବିତ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୬୨୭ ପଏଣ୍ଟ (୧.୨୫%) ହ୍ରାସ ହେବା ଫଳରେ ଏହା ୪୯,୫୦୯...

ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ୫.୫ କୋଟି ବାତ୍ୟା ସହାୟତା

ଭୁବନେଶ୍ୱର,୭-୬: ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଫନୀ ପ୍ରଭାବିତଙ୍କ ଲାଗି ୫.୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ବ୍ୟାଙ୍କର ଏମ୍‌ଡି ତଥା ସିଇଓ ସି.ଏଚ୍‌.ଏସ୍‌...

Advertisement
Archives

Model This Week