କରଓ୍ବାଚୌଥରେ ସ୍ବାମୀଙ୍କ ପାଇଁ ସ୍ବତନ୍ତ୍ର ମଙ୍ଗଳସୁତ୍ର ପିନ୍ଧିଲେ ସୋନାକ୍ଷୀ: ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାରା ଦେଶରେ ଧୂମଧାମରେ କରଓ୍ବାଚୌଥ ପାଳନ କରାଯାଇଛି। ବଲିଉଡରେ ମଧ୍ୟ ବିବାହିତ ଅଭିନେତ୍ରୀମାନେ ନିଜ ସ୍ବାମୀଙ୍କ ପାଇଁ ଉପବାସ କରିଥିଲେ। ବିବାହ ପରେ ଅନେକ ବଲିଉଡ ସୁନ୍ଦରୀଙ୍କର ଏହା ପ୍ରଥମ କରଓ୍ବାଚୌଥ ଥିଲେ। ସେମାନଙ୍କ ମଧ୍ୟରେ ସୋନାକ୍ଷୀ ସିହ୍ନା ଅନ୍ୟତମ। ସୋନାକ୍ଷୀ ମଧ୍ୟ ଜହିର ଇକବାଲଙ୍କ ସହ ବିବାହ ପରେ ପ୍ରଥମ ଥର ପାଇଁ କରଓ୍ବାଚୌଥ ପାଳନ କରିଥିଲେ। କରଓ୍ବାଚୌଥରେ ସେ କନ୍ୟା ବେଶରେ ସଜାଇ ହୋଇଥିଲେ। କିନ୍ତୁ ଗୋଟିଏ କଥା ଯାହା ଚର୍ଚ୍ଚାରେ,ତାହା ହେଉଛି ସେ ପିନ୍ଧିଥିବା ମଙ୍ଗଳସୁତ୍ର।

ସୋନାକ୍ଷୀ ତାଙ୍କର ପ୍ରଥମ କରଓ୍ବାଚୌଥରେ ଫଟୋ ଶେୟାର କରିଥିଲେ। ଏହି ସମୟରେ ସେ ନାଲି ଶାଢି ପିନ୍ଧିଥିବାର ନଜର ଆସିଥିଲେ। ତାଙ୍କ ହାତରେ ଚୂଡି, କପାଳରେ ଲାଲ ବିନ୍ଦି ପିନ୍ଧିଥିଲେ। ଏହି ସମୟ ତାଙ୍କ ମଙ୍ଗଳସୁତ୍ର ଉପରେ ସମସ୍ତଙ୍କ ନଜର ଥିଲା।

ସୋନାକ୍ଷୀ ଲେଖିଥିଲେ- ଆଜି ଏବଂ ପ୍ରତ୍ୟେକ ଦିନ ତୁମ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା। ଶୁଭ କରଓ୍ବାଚୌଥ ସ୍ବାମୀ ଜହିର ଇକବାଲ। ପ୍ରେମର ଏହି ଅନନ୍ୟ ପ୍ରତୀକ- ‘ମୋର BVLGARI ମଙ୍ଗଳସୁତ୍ର ଆମର ପ୍ରତିବଦ୍ଧତାର ସ୍ଥାୟୀ ସ୍ମୃତି ହେଉ।

ଆସନ୍ତୁ ଆପଣଙ୍କୁ କହିବା ଯେ ସୋନାକ୍ଷୀ ସିହ୍ନାଙ୍କ ଏହି BVLGARI ମଙ୍ଗଳସୁତ୍ରଟି ମୋତି ଏବଂ ହୀରା ସହିତ ସଜ୍ଜିତ। BVLGARI ର ଅଫିସିଆଲ ୱେବସାଇଟ ଅନୁଯାୟୀ, ଏହି ମଙ୍ଗଳସୁତ୍ରର ମୂଲ୍ୟ ୧୩ ଲକ୍ଷ ୬୦ ହଜାର ଟଙ୍କା।

 

View this post on Instagram

 

A post shared by Sonakshi Sinha (@aslisona)


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri