ଭୁବନେଶ୍ବର-ସୋନପୁର ଇଣ୍ଟରସିଟିରୁ ବାହାରିଲା ଧୂଆଁ

ଭୁବନେଶ୍ୱର,୨।୧୨: ଭୁବନେଶ୍ବର-ସୋନପୁର ଇଣ୍ଟରସିଟିର ଏସି ବଗିରେ ଧୂଆଁ ଦେଖିବାକୁ ମିଳିଛି। ଏସି ବଗି ଚକାରେ ବ୍ରେକ ବାଇଣ୍ଡିଂ ଯୋଗୁ ଧୂଆଁ ବାହାରିଥିବା ସୂଚନା ମିଳିଛି। ମଞ୍ଚେଶ୍ବର ଷ୍ଟେସନରେ ଟ୍ରେନ ଅଟକାଇ ଧୂଆଁକୁ ଆୟତ୍ତ କରାଯଇଛି। ୬ଟା ୪୫ରେ ଧୂଆଁ ବାହାରୁଥିବା ଦେଖି ଅଟକାଇଥିଲେ। ପ୍ରାୟ ୩୦ ମିନିଟ ପରେ ଗନ୍ତବ୍ୟସ୍ଥଳକୁ ଯାଇଥିବା ରେଲୱେ ପକ୍ଷରୁ ସୂଚନା ମିଳିଛି।

Share