Posted inଜାତୀୟ

ସିବିଆଇକୁ ସମୟ ମାଗିଲେ ସିସୋଡିଆ: ବଜେଟରେ ବ୍ୟସ୍ତ ଥିବା କହିଲେ…

ନୂଆଦିଲ୍ଲୀ,୧୯।୨ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସିବିଆଇକୁ ଚିଠି ଲେଖି ହାଜର ହେବା ନେଇ ସମୟ ମାଗିଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରବିବାର ତାଙ୍କୁ ଦିଲ୍ଲୀ ମଦ ନୀତି ସହ ଜଡିତ ମାମଲାରେ ପଚରାଉଚରା ପାଇଁ ଡାକିଥିଲେ। ଏହା ଉପରେ ଉପମୁଖ୍ୟମନ୍ତ୍ରୀ ସିସୋଡିଆ ବଜେଟ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବାରୁ ସିବିଆଇଠାରୁ ହାଜର ହେବା ପାଇଁ ଏକ ସପ୍ତାହ ସମୟ ମାଗିଛନ୍ତି।

ସିସୋଡିଆ ସିବିଆଇକୁ ଏକ୍ସାଇଜ ପଲିସି ମାମଲାର ତଦନ୍ତକୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ମୁଁ ସିବିଆଇକୁ ଅନୁରୋଧ କରୁଛି ଯେ ମୁଁ ବର୍ତ୍ତମାନ ବଜେଟରେ ବ୍ୟସ୍ତ ଅଛି। ଫେବୃଆରୀ ଶେଷରେ କିମ୍ବା ତା’ପରେ ମୋତେ ହାଜର ହେବାକୁ ଡାକନ୍ତୁ। ଦିଲ୍ଲୀର ବଜେଟକୁ ଧ୍ୟାନରେ ରଖି ସେ ପଚରାଉଚରା ତାରିଖ ବଢ଼଼ାଇବାକୁ ସିବିଆଇକୁ ଅନୁରୋଧ କରିଛନ୍ତି। ଫେବୃଆରୀ ଶେଷ ପର୍ଯ୍ୟନ୍ତ ଦିଲ୍ଲୀର ବଜେଟ ପ୍ରସ୍ତୁତିର ବ୍ୟସ୍ତ ରହିବେ। ତେବେ ଏବେ ବଡ ପ୍ରଶ୍ନ ଉଠୁଛି ସେ ସିବିଆଇ ଏହାକୁ ସ୍ବୀକୃତି ଦେବ କି ନାହିଁ।

ମନୀଷ ସିସୋଡିଆ କହିଛନ୍ତି ଯେ ମୁଁ ଫେବୃଆରୀ ୧୮ ରେ ସିବିଆଇ ତରଫରୁ ଏକ ନୋଟିସ ପାଇଥିଲି ଯେ ରବିବାର ସେମାନେ ଏକ୍ସାଇଜ ପଲିସି ଉପରେ ପ୍ରଶ୍ନ କରିବା ପାଇଁ ମୋତେ ଡାକିବାକୁ ଚାହୁଁଛନ୍ତି। ମୁଁ ତାଙ୍କୁ ଅନୁରୋଧ କରିଛି ଯେ ଦିଲ୍ଲୀର ଅର୍ଥମନ୍ତ୍ରୀ ହୋଇଥିବାରୁ ମୋର ପ୍ରତ୍ୟେକ ଦିନ ଗୁରୁତ୍ୱପୂର୍ଣ୍ଣ ଏବଂ ମୁଁ ବଜେଟ ଶେଷ କରିବାରେ ବ୍ୟସ୍ତ ଅଛି। ଫେବୃଆରୀ ଶେଷ ସୁଦ୍ଧା ଏହାକୁ ଅନୁମୋଦନ ପାଇଁ କେନ୍ଦ୍ରକୁ ପଠାଯିବ। ଏହା କେନ୍ଦ୍ରର ଅନୁମୋଦନ ପରେ ହିଁ ଦିଲ୍ଲୀ ବିଧାନସଭାରେ ପାରିତ ହୋଇଥାଏ। ଫେବୃଆରୀ ଶେଷ କିମ୍ବା ତା’ପରେ ଯେ କୌଣସି ସମୟରେ ମୋତେ ଡାକନ୍ତୁ। ଫେବୃଆରୀ ପରେ ମୋତେ ଡାକିବାକୁ ମୁଁ ଅନୁରୋଧ କରିଛି ଏବଂ ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି । ମୁଁ ସବୁବେଳେ ସହଯୋଗ କରିଆସୁଛି ଏବଂ ଏହା ଜାରି ରଖିବି ।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri