ରାଜଧାନୀରେ ଚାଞ୍ଚଲ୍ୟ: ହସ୍ପିଟାଲ ବାଥରୁମ୍‌ରୁ ମିଳିଲା ନର୍ସଙ୍କ ମୃତଦେହ

ଭୁବନେଶ୍ବର,୯।୮: ଘରୋଇ ହସ୍ପିଟାଲରେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି। ହସ୍ପିଟାଲ ବାଥରୁମ୍‌ରୁ ମୃତଦେହ, ମିଳିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତ ନର୍ସ ଗଞ୍ଜାମ ଜିଲାର ବୋଲି ଜଣାପଡିଛି। ଖବରପାଇ ଘଟଣାସ୍ଥଳରେ ପୋଲିସର ପହଞ୍ଚି ତଦନ୍ତ ଜାରି ରଖିଛି।

 

Share
Tags: odisha