Posted inଜାତୀୟ

ରାମ ମନ୍ଦିର ପ୍ରତିଷ୍ଠାରେ କ’ଣ ହେଉଛି ଅଶାସ୍ତ୍ରୀୟ କାର୍ଯ୍ୟ ? ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ଦେଲେ ଏହାର ଉତ୍ତର

ନୂଆଦିଲ୍ଲୀ ,୧୪।୧: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ। ଏବେ ଏହାକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଜଡିତ ବିବାଦ ଥମିବାର ନାଁ ନେଉନାହିଁ। ଏହି ବିଷୟରେ ଗଣମାଧ୍ୟମ ସହିତ ଆଲୋଚନା କରି ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ ରାମ ମନ୍ଦିରର ରମଲାଲା ପ୍ରାଣ ପ୍ରତିଷ୍ଠାରେ କ’ଣ ଅଶାସ୍ତ୍ରୀୟ କାର୍ଯ୍ୟ ହେଉଛି ?

ଶଙ୍କରାଚାର୍ଯ୍ୟ ଅଭିମୁଖେଶ୍ୱରାନନ୍ଦ କହିଛନ୍ତି, “ଆମେ କୌଣସି କାର୍ଯ୍ୟକ୍ରମକୁ ବିରୋଧ କରିନାହୁଁ। ଆମେ କହିଛୁ ଯେ ମନ୍ଦିରଟି ଅସମ୍ପୂର୍ଣ୍ଣ ଥିବାରୁ କୌଣସି କାର୍ଯ୍ୟ କରିହେବ ନାହିଁ। ମନ୍ଦିର ସମ୍ପୂର୍ଣ୍ଣ ହେବା ପରେ ପ୍ରାଣ ପ୍ରତିଷ୍ଠା ହେବା ଠିକ ହୋଇଥାନ୍ତା। ଏଗୁଡିକ ଧର୍ମର ବିଷୟ ଏବଂ ଆମେ ଯେଉଁ ସ୍ଥାନରେ ବସିଛୁ, ଏହା ଆମର ଦାୟିତ୍ୱ ଅଟେ କି ଧର୍ମୀୟ ମାମଲାରେ କେଉଁଠାରେ ଅଧୋଗତି ହେଉଛି ତାହାକୁ ରଖାଙ୍କିତ କରୁଛୁ, ଆମେ ବିରୋଧ କରୁନାହୁଁ।”

ନିମନ୍ତ୍ରଣ ପାଇବା ପରେ ମଧ୍ୟ ରାମଲା ପ୍ରଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନ ଯିବା ନେଇ ସେ କହିଛନ୍ତି, “ଆମନ୍ତ୍ରିତ ହେଲେ କୌଣସି ସ୍ଥାନକୁ ଯିବା ଏକ ଭିନ୍ନ କଥା। ସେଠାରେ ଉପସ୍ଥିତ ରହିବା ଏବଂ ଆମ ସାମ୍ନାରେ ଏକ ଅଶାସ୍ତ୍ରୀୟ ରୀତିନୀତି ଦେଖିବା ଏକ ଭିନ୍ନ କଥା। ଆମର ହିନ୍ଦୁ ସମାଜ ପ୍ରତି ଆମେ ଉତ୍ତରଦାୟୀ। “ଯଦି ଆମ ସାମ୍ନାରେ କୌଣସି ଅବିଧି ମୂଳଲକ କାର୍ଯ୍ୟ ଘଟୁଛି ତେବେ ଜନସାଧାରଣ ଆମକୁ ପଚାରନ୍ତି ଯେ ଆପଣଙ୍କ ଥାଉ ଥାଉ ଏହା କିପରି ହେଲା। ଆପଣ କାହିଁକି ଏହି ପ୍ରସଙ୍ଗ ଉଠାଇ ନାହାଁନ୍ତି? ସେଥିପାଇଁ ଆମକୁ ଆମର କାର୍ଯ୍ୟ କରିବାକୁ ପଡିବ। “


Enter your email to get our daily news in your inbox.

All Right Reserved By Dharitri.Com

ଆଶ୍ରମ ବିଦ୍ୟାଳୟରେ ରକ୍ତ ଛିଟା: ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ପିଟିପିଟି ହତ୍ୟା

ସୁବର୍ଣ୍ଣପୁର,୧୬।୧୨: ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ଛାତ୍ରଙ୍କୁ ପିଟିପିଟି ହତ୍ୟା। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲା ତରଭା ଆଶ୍ରମ...

”ପ୍ରଦୂଷଣ ହ୍ରାସ ଅସମ୍ଭବ”, ସାଧାରଣ ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୧୬।୧୨: ଜାତୀୟ ରାଜଧାନୀ ଦିଲ୍ଲୀର ବିଗିଡ଼ି ଯାଉଥିବା ବାୟୁ ଗୁଣବତ୍ତାକୁ ନେଇ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂ ସିରସା ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କ୍ଷମା...

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

IPL 2026 ନିଲାମ: ଜାଣନ୍ତୁ କିଏ ରହିଲେ ଅନ୍‌ ସୋଲ୍ଡ

ଆବୁଧାବି,୧୬।୧୨: IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ୱାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ...

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

ମାତ୍ର ଏତିକି କୋଟିରେ ଭେଙ୍କଟେଶଙ୍କୁ କିଣିଲା ଏହି ଦଳ, ଗତ ବର୍ଷ ତୁଳନାରେ ପ୍ରାୟ 70 ପ୍ରତିଶତ କମ୍‌

ନୂଆଦିଲ୍ଲୀ,୧୬।୧୨: ଭେଙ୍କଟେଶ ଆୟର ପ୍ରଥମ ଥର ପାଇଁ କୋଲକାତା ନାଇଟ ରାଇଡର୍ସ ବ୍ୟତୀତ ଅନ୍ୟ କୌଣସି IPL ଦଳ ପାଇଁ ଖେଳିବେ। ଯଦିଓ KKR ମଧ୍ୟ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri