ଶାହରୁଖ ଟାଇଡ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୨୪।୧: ଦେଶର ପ୍ରମୁଖ ଡିଟରଜେଣ୍ଟ ବ୍ରାଣ୍ଡ୍‌ ଟାଇଡ୍‌ର ନୂଆ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ ନିଯୁକ୍ତ ହୋଇଥିବାବେଳେ କମ୍ପାନୀ ସହ ତାଙ୍କର ଏକ ସହଭାଗିତା ହୋଇଛି। ଏପରିକି ଗତ ଦଶନ୍ଧି ଧରି ଟାଇଡ୍‌ ମ୍ୟାଜିକ୍‌ ଲିକୁଇଡ୍‌ ଓ ଟାଇଡ୍‌ ପଡ୍‌ସ ଭଳି ନୂଆ ୱାଶ୍‌ କେୟାର ସମାଧାନର ଶୁଭାରମ୍ଭ ସହ ଅନେକ ପଦକ୍ଷେପ ଜରିଆରେ ଟାଇଡ୍‌ର ପ୍ରତିବଦ୍ଧତାକୁ ପ୍ରକାଶ କରିଛି। ଏହି ପରିପ୍ରେକ୍ଷୀରେ ଶାହରୁଖ କହିଛନ୍ତି, ଟାଇଡ୍‌ ସହ ମୋର ଏହି ସହଭାଗିତା କେବଳ ବ୍ରାଣ୍ଡ୍‌କୁ ସମର୍ଥନ କରିବା ପାଇଁ ନୁହେଁ ବରଂ ଏହାର ଶ୍ରେଷ୍ଠତା ବିଷୟରେ ସର୍ବସାଧାରଣଙ୍କୁ ଅନୁମୋଦନ କରିବା। ଏପରିକି ଟାଇଡ୍‌ ସହଯୋଗ ଦେଇ ମୁଁ ଖୁସି ଓ ଟାଇଡ୍‌କୁ ଅସଲି (ପ୍ରକୃତ) ଏସ୍‌ଆର୍‌କେ ଭାବେ ସୁପାରିସ କରୁଛି। ମୁଁ ଚାହେଁ ଲୋକମାନେ ସଫେଇ ପାଇଁ ଉତ୍କୃଷ୍ଟ ସମାଧାନ ପାଆନ୍ତୁ। ସେହିଭଳି ଫେବ୍ରିକ କେୟାରର ଭାଇସ୍‌ ପ୍ରେସିଡେଣ୍ଟ ତଥା ପି ଆଣ୍ଡ ଜି (ଇଣ୍ଡିଆ)ର ସିଏମ୍‌ଓ ମୁକ୍ତା ମାହେଶ୍ୱରୀ କହିଛନ୍ତି, ବିଶ୍ୱର ନଂ.୧ ଡିଟରଜେଣ୍ଟ ବ୍ରାଣ୍ଡ୍‌ ଟାଇଡ୍‌ ଇଣ୍ଡିଆର ପ୍ରତିଟି ଘରେ ବେଶ୍‌ ପରିଚିତ ହୋଇଥିଲାବେଳେ ଲୋକମାନଙ୍କର ଆବଶ୍ୟକତାକୁ ଏହା ଭଲ ଭାବେ ପୂରଣ କରିଥାଏ। ଏପରିକି ଟାଇଡ୍‌ ସହ ଶାହରୁଖଙ୍କ ସହଭାଗିତା ଆମକୁ ବେଶ୍‌ ଉତ୍ସାହିତ କରିଛି। ବିଶେଷକରି ଦାଗ ଅପସାରଣ କିଙ୍ଗ୍‌ ଭାବେ ଶାହରୁଖ ନୂଆ ଓ ଉନ୍ନତ ଟାଇଡ୍‌ର ସମର୍ଥନକୁ ନେଇ ଆମେ ଆନନ୍ଦିତ ଅଛୁ। ସାରା ଦେଶରେ ଗ୍ରାହକ ଓ ପ୍ରଶଂସକଙ୍କ ପାଇଁ ଏସ୍‌ଆର୍‌କେ ଟାଇଡ୍‌ ଅସଲି (ରିୟଲ) ଏସ୍‌ଆର୍‌-ଦାଗ ଅପସାରଣ କିଙ୍ଗ୍‌କୁ ସୁପାରିସ କରି ଆମେ ବେଶ୍‌ ଆନନ୍ଦିତ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri